ପୁଲିସ ନିକଟରେ ଆତ୍ମସମର୍ପଣ କଲେ ୫୨ ଜଣ ମିଲିସିଆ

ମାଲକାନଗିରି: ସୀମାନ୍ତ ଆନ୍ଧ୍ରପ୍ରଦେଶର ଚେରଲା ମଣ୍ଡଳର ଚାରୋଟି ଗ୍ରାମର ୫୨ ଜଣ ମିଲିସିଆ ଭଦ୍ରାଦି କୋଥାଗୁଡୁମ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଭଦ୍ରାଦୀ କୋଥାଗୁଡୁମ ଜିଲ୍ଲା ଏସପି ଏବଂ ୧୪୧ ସିଆରପିଏଫ ବାଟାଲିୟନର ଅଧିକାରୀଙ୍କ ନିକଟରେ ଏହି ୫୨ ମିସିଲିଆ ଆତ୍ମସମର୍ପଣ କରିଛନ୍ତି। ଆଗକୁ ଆଉ ନକ୍ସଲଙ୍କୁ ସମର୍ଥନ କରିବେ ନାହିଁ ବୋଲି ପୁଲିସ ନିକଟରେ ସଫା ସଫା ମନା କରିଛନ୍ତି ଏହି ମିଲିସିଆମାନେ। ଆଜି ବି ଚେରଲା ମଣ୍ଡଳର … Continue reading ପୁଲିସ ନିକଟରେ ଆତ୍ମସମର୍ପଣ କଲେ ୫୨ ଜଣ ମିଲିସିଆ